ସମ୍ପର୍କରେ
ବିଶ୍ୱାସରେ ଆଗକୁ ବଢ଼ିବା ପାଠକଙ୍କୁ ଫାରଙ୍କର ବନ୍ଧନର ଦେଶରୁ ଆତ୍ମିକ ଆଶୀର୍ବାଦର ପ୍ରତିଜ୍ଞାତା ଦେଶକୁ ନେଇଯାଏ. ଏହା ଇଶ୍ଵରଙ୍କର ଅତି ପବିତ୍ରତାକୁ କଳନା କରିବା ଦ୍ଵାରା ବିଶ୍ୱାସ ଜୀବନକୁ ଉତ୍ସାହିତ କରେ; ଈଶ୍ୱରଙ୍କ ମେଷଶାବକଙ୍କର 'ସମାପ୍ତ କାର୍ଯ୍ୟ' ଓ ସାହସରେ କାଲେବ ଓ ଯିହୋଣୂୟଙ୍କର ପଦାଙ୍କ ଅନୁସରଣ କରି ଆମେ ସ୍ଵର୍ଗରେ ପହଂଚୁ, ଆଉ "ଆମେ ଜୀବନରେ ଏକମାତ୍ର ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ରାଜତ୍ଵ କରୁ" ରୋମୀୟ ୫:୧୭.